ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ଘଟଣା : ଅଳ୍ପକେ ବଞ୍ଚିଲେ ୩୦ ଯାତ୍ରୀ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିଯିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜାଣିବାକୁ ମିିଳିଛି ଯେ ରାଜନଗର ରବୀନ୍ଦ୍ର ଦଳେଇଙ୍କ ଭାଇର ନିର୍ବନ୍ଧ କରିଵାକୁ କିଛି ଲୋକ ଡଙ୍ଗାରେ ବସି ଆଳି ବ୍ଲକର ନଳପାହି ଗ୍ରାମକୁ ଯାଉଥିଲେ। କେରଡାଗଡରୁ ନଦୀ ପାର ହୋଇ ନଳପାହି ଗାଁକୁ ଯିବା ବାଟରେ ଏପରି ଅଘଟଣ ଘଟିଛି।ରବୀନ୍ଦ୍ରଙ୍କ ପରିଵାର ସମେତ ଵନ୍ଧୁଵାନ୍ଧବ … Continue reading ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ଘଟଣା : ଅଳ୍ପକେ ବଞ୍ଚିଲେ ୩୦ ଯାତ୍ରୀ